Author bio image

ଅନାମ ଚରଣ ସାହୁ

ବିଭୁତିପୁର, କାକଟପୁର, ପୁରୀ

ଦୂରଭାଷ - ୯୯୩୭୨୧୦୨୬୦


ଜନ୍ମସ୍ଥାନ : ଗ୍ରାମ- ବିଭୂତିପୁର, ପୋ.ଅ.- କାକଟପୁର, ଜିଲ୍ଲା-ପୁରୀ, ପିନ୍-୭୫୨୧୦୮ ଏବଂ ବର୍ତ୍ତମାନର ବସବାସ ଠିକଣା - ହାଟଭରଣ୍ଡି, ତୁରୁଡିହି, ନବରଙ୍ଗପୁର, ପିନ୍-୭୬୪୦୮୮ । ବୃତ୍ତିରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ଅଧୀନରେ ଜଣେ ଶିକ୍ଷକ ଭାବରେ ଅବସ୍ଥାପିତ । ଆଉ ସାହିତ୍ୟ ହେଉଛି ତାଙ୍କର ନିଶା । ଦୀର୍ଘ ୭ ବର୍ଷ ଧରି ନିରନ୍ତର ଭାବରେ ସାହିତ୍ୟ ରଚନା କ୍ଷେତ୍ରରେ ମନୋନିବେଶ କରି କବିତା, ପ୍ରବନ୍ଧ ଓ ଗଳ୍ପ ଆଦି ଲେଖାଲେଖି କରନ୍ତି । ଅନେକ ଅନୁଷ୍ଠାନରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇ ପାରିଛନ୍ତି । ଏହାଛଡା ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନେକ ସାହିତ୍ୟ ଅନୁଷ୍ଠାନ ସହ ଜଡିତ । ବିଭିନ୍ନ ଖବରକାଗଜ, ପତ୍ରପତ୍ରିକା, ଇ-ପୁସ୍ତକ, ଫେସବୁକ ଆଦି ଗଣ ମାଧ୍ୟମରେ ୫୦୦ରୁ ଉର୍ଦ୍ଧ୍ଵ ଲେଖା ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିପାରିଛି । ଏବଂ ୨୦୦ରୁ ଉର୍ଦ୍ଧ୍ବ ଲେଖା ଅପ୍ରକାଶିତ ରହିଛି ।





(full-width)