Author bio image

ବି. ନିରୁପମା

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ


ଓଡିଆ ସାହିତ୍ୟରେ ତାଙ୍କର ଏକନିଷ୍ଠ ସାଧନା ଓ ବଳିଷ୍ଟ ଲେଖନୀ ଚାଳନାରେ କୃଷ୍ଣ ଚେତନା ଓ ଶିଶୁ ମନସ୍ତତ୍ଵ ଖୁବ ସହଜରେ ବାରି ହୋଇ ପଡେ । ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ଓ ପୁସ୍ତକ ଗୁଡିକ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିବାରେ ଯଥେଷ୍ଟ ସହାୟକ ହୋଇପାରିଛି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରିବା ସହିତ ତାଙ୍କ ସୃଜନୀର ସୃଷ୍ଟି ଗୁଡିକୁ ସେ ବଣମଲ୍ଲୀର ମହକରେ ସମ୍ପାଦିତ କରି ଆସିଛନ୍ତି ।





(full-width)