Author bio image

ଅଧ୍ୟାପକ ବିକ୍ରମ ମହାନ୍ତି

ଜଇତଳଙ୍ଗ, ତେଣ୍ଡାକୁରା, କେନ୍ଦ୍ରାପଡା

ଅର୍ଥଶସ୍ତ୍ର ବିଭାଗ, ଲୋକନାଥ ମହାବିଦ୍ୟାଳୟ, ପାଟକୁରା

ଦୂରଭାଷ : ୭୩୮୧୮୦୨୧୮୫


ଓଡିଆ ସାହିତ୍ୟରେ ତାଙ୍କର ଏକନିଷ୍ଠ ସାଧନା ଓ ଲେଖନୀ ଚାଳନା ଅବ୍ୟାହତ ରହିଛି । ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ଓ ପୁସ୍ତକ ଗୁଡିକ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରିବା ସହିତ ତାଙ୍କ ସୃଜନୀର ସୃଷ୍ଟି ଗୁଡିକୁ ସେ ବଣମଲ୍ଲୀର ମହକରେ ସମ୍ପାଦିତ କରି ଆସୁଛନ୍ତି ।




(full-width)