Author bio image

ଦେବବ୍ରତ ବାରିକ

ଆନନ୍ଦପୁର, କେନ୍ଦୁଝର

ଦୂରଭାଷ - ୯୩୪୮୭୭୯୩୯୪


ଓଡିଆ ସାହିତ୍ୟରେ ତାଙ୍କର ଏକନିଷ୍ଠ ସାଧନା ଓ ଲେଖନୀ ଚାଳନା ଅବ୍ୟାହତ ରହିଛି । ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ଓ ପୁସ୍ତକ ଗୁଡିକ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରିବା ସହିତ ତାଙ୍କ ସୃଜନୀର ସୃଷ୍ଟି ଗୁଡିକୁ ସେ ବଣମଲ୍ଲୀର ମହକରେ ସମ୍ପାଦିତ କରି ଆସୁଛନ୍ତି । ଏହାଛଡା ଓଡିଆ ସାହିତ୍ୟର ସମୃଦ୍ଧି ନିମନ୍ତେ ତାଙ୍କର ସାଧୁ ଉଦ୍ୟମ ଖୁବ ପ୍ରଶଂସନୀୟ । 'ପ୍ରୀତି ପ୍ରଣତି' ଭଳି ଏକ ସାହିତ୍ୟ ପତ୍ରିକାର ସମ୍ପାଦନା କରି ଓଡିଆ ସାହିତ୍ୟ କ୍ଷେତ୍ରରେ ସେ ତାଙ୍କର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।





(full-width)