Author bio image

ଡକ୍ଟର ଦୀପ୍ତି ରଞ୍ଜନ ପଣ୍ଡା

ଶ୍ରୀକ୍ଷେତ୍ର ବିହାର, ଆଇଗିଣିଆ, ଭୁବନେଶ୍ଵର


ଜଣେ ଆଧ୍ୟାତ୍ମିକ ସାହିତ୍ୟିକ ଭାବେ ତାଙ୍କର ଅନେକ ଭକ୍ତିମୂଳକ ସୃଷ୍ଟି ଓ ପୁସ୍ତକ ଗୁଡିକ ଓଡିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଯଥେଷ୍ଟ ସହାୟକ ହୋଇପାରିଛି । ଏହାଛଡା ଭାରତୀୟ ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଗୁଡିକରେ ତାଙ୍କର ଯଥେଷ୍ଟ ଦଖଲ ରହିଛି । ପେଷାରେ ଜଣେ ଦକ୍ଷ ଯନ୍ତ୍ରୀ ଭାବେ ସେ ଜଣାଶୁଣା ଥିଲେ । ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗରେ ସର୍ବୋଚ୍ଚ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି ।





(full-width)