Author bio image

କାହ୍ନୁ ଚରଣ ସାହୁ

ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି

ଦୂରଭାଷ - ୮୨୪୯୫୨୦୮୮୦


ଓଡିଆ ସାହିତ୍ୟରେ ତାଙ୍କର ଏକନିଷ୍ଠ ସାଧନା ଓ ଲେଖନୀ ଚାଳନା ଅବ୍ୟାହତ ରହିଛି । ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ଓ ପୁସ୍ତକ ଗୁଡିକ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରିବା ସହିତ ତାଙ୍କ ସୃଜନୀର ସୃଷ୍ଟି ଗୁଡିକୁ ସେ ବଣମଲ୍ଲୀର ମହକରେ ସମ୍ପାଦିତ କରି ଆସୁଛନ୍ତି । ଏହାଛଡା ସେ "ସୃଷ୍ଟି ସମ୍ଭାର" ସାହିତ୍ୟ ପତ୍ରିକାର ସମ୍ପାଦନା କରି ସାହିତ୍ୟ କ୍ଷେତ୍ରରେ ନିଜର ସ୍ଵତନ୍ତ୍ରତାକୁ ପ୍ରତିପାଦିତ କରି ଆସୁଛନ୍ତି ।






(full-width)