Author bio image

କଳ୍ପନା ରାଉତ

ବ୍ରହ୍ମପୁରା, ବାଙ୍କୀ, କଟକ


ଓଡିଆ ସାହିତ୍ୟରେ ତାଙ୍କର ଏକନିଷ୍ଠ ସାଧନା ଓ ଲେଖନୀ ଚାଳନା ଅବ୍ୟାହତ ରହିଛି । ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ଗୁଡିକ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରିବା ସହିତ ତାଙ୍କ ସୃଜନୀର ସୃଷ୍ଟି ଗୁଡିକୁ ସେ ବଣମଲ୍ଲୀର ମହକରେ ସମ୍ପାଦିତ କରି ଆସୁଛନ୍ତି ।





(full-width)