Author bio image

ଡକ୍ଟର ଲକ୍ଷ୍ମଣ ସାହୁ

ତାରା ନିଳୟ, ପ୍ଳଟ ନଂ - ୮୫୪/ଏ

ମୁକୁନ୍ଦ ପ୍ରସାଦ, ଖୋରଧା


ଓଡିଆ ସାହିତ୍ୟରେ ତାଙ୍କର ଏକନିଷ୍ଠ ସାଧନା ଓ ଲେଖନୀ ଚାଳନା ଅବ୍ୟାହତ ରହିଛି । ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ଓ ପୁସ୍ତକ ଗୁଡିକ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରିବା ସହିତ ତାଙ୍କ ସୃଜନୀର ସୃଷ୍ଟି ଗୁଡିକୁ ସେ ବଣମଲ୍ଲୀର ମହକରେ ସମ୍ପାଦିତ କରି ଆସୁଛନ୍ତି । ବୃତିଗତ ଜୀବନରେ ସେ ଅଧ୍ୟକ୍ଷ ଭାବେ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ କଟକ ଠାରେ ଅବସ୍ଥାପିତ । ବିଭିନ୍ନ ଓଡିଆ ପତ୍ର ପତ୍ରିକାର ଜଣେ ସଫଳ ସ୍ତମ୍ଭକାର ଭାବେ ସେ ଓଡିଆ ପାଠକ ମାନଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ମଣ୍ଡନ କରନ୍ତି ।





(full-width)