Author bio image

ନାରାୟଣ ଚନ୍ଦ୍ର ସେନାପତି

ଜମ୍ଭରା, କେନ୍ଦୁଝର

ଦୂରଭାଷ - ୯୪୩୭୭୮୨୪୩୨


ଓଡିଆ ସାହିତ୍ୟରେ ତାଙ୍କର ଏକନିଷ୍ଠ ସାଧନା ଓ ଲେଖନୀ ଚାଳନା ଅବ୍ୟାହତ ରହିଛି । ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ଓ ପୁସ୍ତକ ଗୁଡିକ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରିବା ସହିତ ତାଙ୍କ ସୃଜନୀର ସୃଷ୍ଟି ଗୁଡିକୁ ସେ ବଣମଲ୍ଲୀର ମହକରେ ସମ୍ପାଦିତ କରି ଆସୁଛନ୍ତି । ଏହାଛଡା ନିଜ ଅଞ୍ଚଳରେ 'ସୁନ୍ଦର ମୋ ଭାଷା ସାହିତ୍ୟ' ଅନୁଷ୍ଠାନ ପ୍ରତିଷ୍ଠା କରି ଓଡିଆ ସାହିତ୍ୟର ସମୃଦ୍ଧି ନିମନ୍ତେ ତାଙ୍କର ସାଧୁ ଉଦ୍ୟମ ଖୁବ ପ୍ରଶଂସନୀୟ ।





(full-width)