Author bio image

ଡକ୍ଟର ନୀଳମାଧବ କର

ଓଲଭରହାମ୍ପଟନ, ୟୁନାଇଟେଡ କିଙ୍ଗଡମ


ଓଡିଆ ସାହିତ୍ୟରେ ତାଙ୍କର ଏକନିଷ୍ଠ ସାଧନା ଓ ଲେଖନୀ ଚାଳନା ଅବ୍ୟାହତ ରହିଛି । ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ଓ ପୁସ୍ତକ ଗୁଡିକ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରିବା ସହିତ ତାଙ୍କ ସୃଜନୀର ସୃଷ୍ଟି ଗୁଡିକୁ ସେ ବଣମଲ୍ଲୀର ମହକରେ ସମ୍ପାଦିତ କରି ଆସୁଛନ୍ତି । ଭଦ୍ରକ ଅଞ୍ଚଳର ବାସିନ୍ଦା ବୃତ୍ତିଗତ ଜୀବନରେ ସୁଦୂର ଇଂଲଣ୍ଡରେ ଜଣେ ଚିକିତ୍ସକ ଭାବେ କାର୍ଯ୍ୟରତ ରହି ସୁଧା ମାଆ ମାଟିର ଭାଷା ପାଇଁ ତାଙ୍କ ଅବଦାନ କିଛି କମନୁହେଁ ।





(full-width)