Author bio image

ପ୍ରଣତି ମହାପାତ୍ର

ଫକୀରମୋହନ ନଗର, ବାଲେଶ୍ଵର


୧୯୯୧ ମସିହାରୁ ଏପର୍ଯ୍ୟନ୍ତ ଲେଖା ଲେଖି ଜାରି ରଖି ଅଛନ୍ତି । ଆନୁମାନିକ ୧୭୦୦ରୁ ଉର୍ଦ୍ଧ କବିତା, ୧୦ଟି ଶିଶୁ ନାଟକ, ୩ଟି ପ୍ରବନ୍ଧ, ୪ଟି ଉପନ୍ୟାସ ସମେତ ଅନେକ କ୍ଷୁଦ୍ରଗଳ୍ପ ମଧ୍ୟ ଲେଖି ସାରିଛନ୍ତି । ଅନ୍ତରାଷ୍ଟ୍ରୀୟ ଶ୍ରେଷ୍ଠ କବୟିତ୍ରୀ ମାନ୍ୟତା ହାସଲ କରିବା ସହ ଅନେକ ସାହିତ୍ୟ ଅନୁଷ୍ଠାନରୁ ସମ୍ମାନିତ ହୋଇ ସାରିଛନ୍ତି । ବୃତ୍ତିଗତ ଜୀବନରେ ଜଣେ ଶିକ୍ଷୟିତ୍ରୀ ଭାବରେ ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରି ଆସୁଥିବା ସହ ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ଦିଗରେ ସଦା ଚେଷ୍ଟିତ । ଏହାଛଡା ତାଙ୍କର ବହୁମୂଲ୍ୟ ସୃଷ୍ଟି ଗୁଡିକ ବିଭିନ୍ନ ପତ୍ରପତ୍ରିକାର ପୃଷ୍ଠା ମଣ୍ଡନ କରିଥାଏ ଏବଂ ବଣମଲ୍ଲୀର ମହକ ଡିଜିଟାଲ ପତ୍ରିକାର ସେ ଜଣେ ନିୟମିତ ଲେଖିକା ଅଟନ୍ତି ।





(full-width)