Author bio image

ରବିନାରାୟଣ ମହାପାତ୍ର

ରାମେଶ୍ୱର, ଖୋରଧା


ଓଡିଆ ସାହିତ୍ୟରେ ତାଙ୍କର ଏକନିଷ୍ଠ ସାଧନା ଓ ଲେଖନୀ ଚାଳନା ଅବ୍ୟାହତ ରହିଛି । ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ଓ ପୁସ୍ତକ ଗୁଡିକ ଓଡିଆ ବାଣୀଭଣ୍ଡାରକୁ ଯଥେଷ୍ଟ ସମୃଦ୍ଧ କରିପାରିଛି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରିବା ସହିତ ତାଙ୍କ ସୃଜନୀର ସୃଷ୍ଟି ଗୁଡିକୁ ସେ ବଣମଲ୍ଲୀର ମହକରେ ସମ୍ପାଦିତ କରି ଆସୁଛନ୍ତି । ଏହାଛଡା ସେ ଜଣେ ଗୀତିକାର, ସଂଗୀତ ନିର୍ଦ୍ଦେଶକ, କାହାଣୀ ଓ ସଂଳାପ ଲେଖକ ଭାବେ ଓଡିଶାରେ ସୁପରିଚିତ ।




(full-width)