Author bio image

ରମେଶ ଚନ୍ଦ୍ର ମିଶ୍ର

ତାପସ କୁଟୀର, ବଇଣ୍ଡା, ଅନୁଗୋଳ

ଦୂରଭାଷ - ୯୪୩୮୪୮୧୧୩୬


ଓଡିଆ ସାହିତ୍ୟରେ ତାଙ୍କର ଏକନିଷ୍ଠ ସାଧନା ଓ ଲେଖନୀ ଚାଳନା ଅବ୍ୟାହତ ରହିଛି । ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ଓ ପୁସ୍ତକ ଗୁଡିକ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛି । ତ୍ରିଧାରା ସାହିତ୍ୟ ସଂସଦ ଗଠନ କରି ଓଡିଆ ସାହିତ୍ୟର ସମୃଦ୍ଧି ଓ ସୁରକ୍ଷା ଦିଗରେ ତାଙ୍କର ନିରନ୍ତର ସେବା ଖୁବ ପ୍ରଶଂସନୀୟ । ଏହାଛଡା ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରିବା ସହିତ ତାଙ୍କ ସୃଜନୀର ସୃଷ୍ଟି ଗୁଡିକୁ ସେ ବଣମଲ୍ଲୀର ମହକରେ ସମ୍ପାଦିତ କରି ଆସୁଛନ୍ତି ।





(full-width)