Author bio image

ତ୍ରିଲୋଚନ ଦାସ

ଶ୍ରୀବିହାର, ଖୋରଧା

ଦୂରଭାଷ - ୯୮୫୩୫୩୫୦୯୫


ଜନ୍ମସ୍ଥାନ- ପାଟଳଦା, ଅସ୍ତରଙ୍ଗ, ପୁରୀ । ଅଧୁନା ଶ୍ରୀବିହାର, ଖୋରଧା ଠାରେ ଅବସ୍ଥାପିତ । ବୃତ୍ତିଗତ ଜୀବନରେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ ନିର୍ବାହ କରି ଆସୁଥିବା ଶ୍ରୀ ଦାସ ଜଣେ ଉତ୍ତମ ଗୀତିକବି ହିସାବରେ ସୁପରିଚିତ । ତାଙ୍କ ରଚିତ ପ୍ରତିଟି କବିତାର ଶବ୍ଦ ସଂଭାର, ଭାବ ବିନ୍ୟାସ ଓ ଗୀତି ଛନ୍ଦ ବେଶ ଆକର୍ଷଣୀୟ, ଯାହାକି ତାଙ୍କ ରଚିତ "ସଞ୍ଜ ନଇଁଗଲା ପରେ" ଓ "ରାତିଏ ପ୍ରତୀକ୍ଷା ଆକ୍ଷିଏ ସ୍ଵପ୍ନ" କବିତା ସଂକଳନ ଦୁଇଟିକୁ ପଢିଲେ ଯେ କୌଣସି ପାଠକ ଖୁବ ସହଜରେ ଅନୁମାନ କରିପାରେ ।





(full-width)